ସ୍ମାର୍ଟ ଅଫିସ୍ – ଘଣ୍ଟାର କାମ ମିନିଟ୍ରେ (ବହି-୨)Smart Office – Get Hours of Work Done in Minutes (Book 2)
ଆପଣ ଅଫିସ୍ରେ ବିଳମ୍ବ ପର୍ଯ୍ୟନ୍ତ କାମ କରି ଥକିଗଲେଣି କି? ଯୁଧୃଷ୍ଟିର ମହାନ୍ତଙ୍କ ଦ୍ୱାରା ଲିଖିତ 'ସ୍ମାର୍ଟ ଅଫିସ୍ – ଘଣ୍ଟାର କାମ ମିନିଟ୍ରେ' ବହିଟି ଆପଣଙ୍କ ଅଫିସ୍ କାର୍ଯ୍ୟଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। Artificial Intelligence (AI) ရ ବ୍ୟବହାର କରି 'କଠିନ ପରିଶ୍ରମୀ'ରୁ ଜଣେ 'ସ୍ମାର୍ଟ ୱାର୍କର୍'ରେ ପରିଣତ ହେବା ପାଇଁ ଏହା ଏକ ଗାଇଡ୍।
ଏହି ବହିରୁ ଆପଣ ଶିଖିବେ:
- ଇମେଲ୍ ମାଷ୍ଟରୀ: ପ୍ରୋଫେସନାଲ୍ ଇମେଲ୍ ଲେଖିବା, ଟୋନ୍ ବଦଳାଇବା ଏବଂ କୂଟନୈତିକ (Diplomatic) ଉତ୍ତର ଦେବା।
- ଏକ୍ସେଲ୍ ଯାଦୁଗର: ଫର୍ମୁଲା (VLOOKUP, IF) ଘୋଷିବା ବଦଳରେ AI ଦ୍ୱାରା ଲେଖାଇବା ଏବଂ ଡାଟା ସଫା କରିବା।
- ଅଟୋମେସନ୍: କୋଡିଂ ନଜାଣି ମଧ୍ୟ Excel Macros (VBA) ଚଲାଇ ଗୋଟିଏ କ୍ଲିକ୍ରେ କାମ ଶେଷ କରିବା।
- ୫ ମିନିଟ୍ରେ PPT: ଟପିକ୍ରୁ ଆରମ୍ଭ କରି ସ୍ଲାଇଡ୍ ଡିଜାଇନ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ କରିବା।
- PDF ସହ କଥା ହୁଅନ୍ତୁ: ୧୦୦ ପୃଷ୍ଠାର ରିପୋର୍ଟ କିମ୍ବା ଚୁକ୍ତିପତ୍ରର ସାରାଂଶ ଓ ରିସ୍କ AI ରୁ ମାତ୍ର କିଛି ସେକେଣ୍ଡରେ ଜାଣିବା।
- କ୍ୟାରିୟର୍ ଗ୍ରୋଥ୍: ଆକର୍ଷଣୀୟ ରେଜୁମେ/ଲିଙ୍କଡଇନ୍ ପ୍ରୋଫାଇଲ୍ ତିଆରି କରିବା ଏବଂ ଦରମା ବୃଦ୍ଧି (Salary Hike) ପାଇଁ ନେଗୋସିଏସନ୍ କରିବା
Struggling with endless emails, tedious Excel spreadsheets, or late office hours? Transform your daily workflow with Smart Office: Get Hours of Work Done in Minutes by Yudhistira Mahanta. This comprehensive guide teaches you how to leverage Artificial Intelligence (AI) tools like ChatGPT, Gemini, and Copilot to work smarter, save time, and boost your career.
Key Topics Covered:
- Email Mastery: Draft professional emails, set the right tone, and handle diplomatic communication using AI.
- Excel Wizardry: Generate complex formulas (VLOOKUP, IF), clean data, and automate repetitive tasks without memorizing syntax.
- No-Code Automation: Use Excel Macros (VBA) created by AI to finish routine work with a single click.
- 5-Minute PPTs: Turn text outlines into fully styled presentations using tools like Gamma AI and Canva.
- Chat with PDF: Summarize 100-page documents, contract risks, and key metrics instantly.
- Career Growth: Optimize your resume and LinkedIn profile, prepare for mock interviews, and master salary negotiations